AGRO ADVISORY



* ମୃତ୍ତିକା ପରୀକ୍ଷା କରି ଫଳାଫଳ ଅନୁସାରେ ଅନୁମୋଦିତ ଖାଦ୍ୟସାର ପ୍ରୟୋଗ କରନ୍ତୁ।

* ରୋଗ ପୋକରୁ ରକ୍ଷା କରିବା ପାଇଁ କୀଟନାଶକରେ ଅଠା ମିଶାଇ ସକାଳେ କିମ୍ବା ସଂନ୍ଧ୍ୟା ସମୟରେ ସିଂଚନ କରନ୍ତୁ।

* ବୁଣା ଧାନରେ ଜମିର ପାଗ ଦେଖି ବେଉଷଣ କାମ ସାରି ଦିଅନ୍ତୁ ଓ ହେକ୍ଟର ପ୍ରତି ୩୦ କି.ଗ୍ରା. ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ।

* ବୁଣା ଧାନରେ ପାଇରାଜୋସଲଫୁରନ ଘାସମରା ଔଷଧ ଏକର ପ୍ରତି ୮ ଗ୍ରାମ ୩୦୦ ଲିଟର ପାଣିରେ ମିଶାଇ ଧାନ ଗଜା ହେବାର ୭ ଦିନ ବେଳକୁ ସିଞ୍ଚନ କରନ୍ତୁ। ପରବର୍ତ୍ତୀ ୧୫ ରୁ ୨୦ ଦିନ ବେଳକୁ ବିସପାଇରିବାକ୍ ସୋଡିୟମ୍ ଏକର ପ୍ରତି ୮୦ ମି.ଲି. ଘାସର ୨ ୩ ପତ୍ର ଅବସ୍ଥାରେ ସିଞ୍ଚନ କରନ୍ତୁ।

* ରୁଆ ଧାନ ପାଇଁ ମୁଖ୍ୟ କିଆରୀ ପ୍ରସ୍ତୁତ କରନ୍ତୁ। ଶେଷ ଥର କାଦୁଅ କରିବା ପୂର୍ବରୁ ହେକ୍ଟର ପ୍ରତି ୫ ଟନ୍ ସଢା ଗୋବର ଖତ କିମ୍ବା କମ୍ପୋଷ୍ଟ ସହିତ ୨୦ କି.ଗ୍ରା. ଯବକ୍ଷାରଜାନ, ୪୦ କି.ଗ୍ରା. ଫସଫରସ୍ , ୪୦ କି.ଗ୍ରା ପଟାସ୍ ପ୍ରୟୋଗ କରନ୍ତୁ।

* ଅତ୍ୟଧିକ ବର୍ଷା ହେଲେ ତଳିଘରାରୁ ପାଣି କାଟି ଦିଅନ୍ତୁ।

* ବର୍ଷାଦିନିଆ ରୁଆ ଧାନ ପାଇଁ ତଳି ବୁଢା ନ ହେବା ପାଇଁ ବିଭିନ୍ନ ସମୟରେ ତଳିଘରା ପ୍ରସ୍ତୁତ କରନ୍ତୁ।

* ମକା ଫସଲ ଆଣ୍ଠୁ ଉଚ୍ଚା ହୋଇ ଯାଇଥିଲେ ଗଛ ମୂଳକୁ ହୁଡା ଟେକି ଦେଇ ହେକ୍ଟର ପ୍ରତି ୨୫ କି.ଗ୍ରା. ଯବକ୍ଷାରଜାନ ଶୀର୍ଷ ସାର ପ୍ରୟୋଗ କରନ୍ତୁ।

* ମୁଗ, ବିରି, ଚିନାବାଦାମ ଫସଲରେ ଘାସ ଦମନ ପାଇଁ ହେକ୍ଟର ପ୍ରତି ୧ ଲିଟର ଇମାଜିଥାପିର୍ କିମ୍ବା କ୍ବିଜାଲୋଫୋପ୍ ଇଥାଇଲ୍ ୫୦୦ ଲିଟର ପାଣିରେ ମିଶାଇ ବୁଣିବାର ୨୦ ଦିନ ପରେ ସିଞ୍ଚନ କରନ୍ତୁ। ଠିଆ ପାଣି ନ ରହିବା ପାଇଁ ପାଣି ନିଷ୍କାସନ ନାଳୀ ପ୍ରସ୍ତୁତ କରନ୍ତୁ।

* ଚିନାବାଦାମ ଓ ଡାଲି ଜାତୀୟ ଫସଲରେ ଜଉ ପୋକ ଦେଖାଦେଲେ ପ୍ରତି ୧୦ ଲିଟର ପାଣିରେ ୪ ମି.ଲି. ଇମିଡାକ୍ଲୋପ୍ରିଡ୍ ସିଞ୍ଚନ କରନ୍ତୁ।

* ହରଡ ଫସଲରେ କୋଡା ଖୁସା କରି ଘାସ ବାଛି ଦିଅନ୍ତୁ।

* ବର୍ତ୍ତମାନର ପାଗରେ ବାଇଗଣରେ ଫଳବିନ୍ଧା ଓ କାଣ୍ଡବିନ୍ଧା ପୋକର ପ୍ରାଦୁର୍ଭାବ ଅଧକ। ପ୍ରତିକାର ସ୍ବରୂପ କାରଟାପ ହାଇଡ୍ରୋକ୍ଲୋରାଇଡ୍ ୧ ଗ୍ରାମ୍ ପ୍ରତି ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ ।

* ସାହାଣା ଓ ବଜବଜିଆ ରୋଗର ପ୍ରତିଷେଧକ ପାଇଁ ଗାଈଗୋରୁ ମାନଙ୍କୁ ଟୀକା ଦେବାର ବନ୍ଦୋବସ୍ତ କରନ୍ତୁ।

* ପୋଖରୀ ହୁଡାକୁ ଭଲ ଭାବରେ ମରାମତି କରି ଦିଅନ୍ତୁ।

* ଏକ ଏକର ପୋଖରୀରେ ୮୦ କି.ଗ୍ରା. ହିସାବରେ ଚୁନ ପ୍ରୟୋଗ କରନ୍ତୁ।

* ଅନାବନା ଜଳଜ ଘାସ, ଲୁଣ୍ଠନକାରୀ ମାଛ ଇତ୍ୟାଦିରୁ ପୋଖରୀକୁ ମୁକ୍ତ କରନ୍ତୁ।

NEWS CORNER



Live telecast of interaction programme of Hon'ble Prime Minister with the SHGs and women groups through video conference has been conducted on 12.07.2018 at KVK Campus

Vana Mahotsav is celebrated on 06.07.2018 at KVK campus

Live interaction programme of Hon'ble Prime Minister of India with the farmers of Angul district through video conference has been conducted with collaboration of NIC and CSC on 20.06.2018 at NALCO Auditorium

International Yoga Day is celebrated on 21.06.2018 at KVK campus

World Environment Day is celebrated on 05.06.2018 at Hatigenj village of Athamallik block

Krishi Vigyan Kendra, Angul participated in State Level Akshaya Tritiya on 18.4.2018 at Nakchi with exhibition stall

Krishi Vigyan Kendra, Angul celebrated World Meteorological Day on 23.3.2018

Krishi Vigyan Kendra, Angul organised Live telecast of the address of Hon'ble Prime Minister during Krishi Unnati Mela at New Delhi on 17.3.2018

Krishi Vigyan Kendra, Angul organised Technological Week from 22.2.2018 to 27.2.2018

Krishi Vigyan Kendra, Angul celebrated Jai Kissan Jai Vigyan Week on 27.12.2017 In Sanjamura village

Krishi Vigyan Kendra, Angul celebrated World Soil Day on 5.12.2017 graced by the Collector & District Magistrate, Angul

Krishi Vigyan Kendra, Angul celebrated Women in Agriculture Day on 4.12.2017 in Gotamara village of Banarpal block

Krishi Vigyan Kendra, Angul celebrated Agricultural Education Day on 3.12.2017 in Kalapata High School, Talagarh

World Food Day was organised on 16.10.2017 at Chakradharpur of Chhendipada block attended by line department officials

Mahila Kisan Divas was organised on 15.10.2017 inside KVK campus attended by line department officials

Dr. Bijaya Kumar Mohapatra, Joint Director, Extension, OUAT, Bhubaneswar visited KVK, Angul on 7.9.2017 and reviewed KVK activities. He also visited the Blackgram & Arhar Plots under CFLD in villahe Handiguda & Dhaurakhaman and Interact with RAWE student

Sankalp se Siddhi programme is organised by KVK, Angul on 30th August 2017 and graced by Hon'ble Chairperson, District Planning Committee & MLA, Pallahara; MLA, Chhendipada, President, Zilla Parishad; line department officials along with 300 farmers and farm-women

Fourteenth Scientific Advisory Committee Meeting is organised by KVK, Angul under the Chairmanship of Dean, Extension Education, OUAT and also graced by ADM, Angul, P.D, DRDA, Angul & Principal Scientist, ICAR-ATARI, Zone-V, Kolkata

Dr. Pravat Kumar Roul, Dean, Extension Education, OUAT, Bhubaneswar visited KVK, Angul on 5.7.2017 and reviewed KVK activities

Download KVK Sandesh app
Soil Portal          M Kisan          KVK Portal          KVK Sandesh

RELATED LINKS

 OUAT

 ICAR

 ICAR-ATARI, Kolkata

 KVKs of India

 National Crop-Weather Outlook

 Weather Report

IMD

Dept. of Agriculture, Odisha

Agricultural Meteorology

Agricultural Marketing

Senior Scientist & Head

Krishi Vigyan Kendra, Angul has opened tremendous opportunities for income and employment generation at the district level. This farmer centric extension machinery facilitates development of farming community through capacity building, frontline demonstrations, on farm research trials, vocational programmes, extension activities for massive dissemination and percolation of technological interventions. Need based measures to promote diversification, value addition, processing and innovative marketing are also being initiated. Keeping in view the significance of holistic approach, KVK also works in a convergence model with line department officials and other development agencies. KVK is always busy in setting research and extension agenda to carry forward the technologies to the people and empower for their better living.

 

 

Visitors' Hit Counters Free Hit Counter

Disclaimer: This is the Official Web Portal of Krishi Vigyan Kendra, Angul and Krishi Vigyan Kendra, Angul is the owner of this portal. 

The portal is developed and maintained by  Krishi Vigyan Kendra, Angul